ବିଚିନ୍ତିତ Bichintita

  • ସଂ. ବିଣ. ପୁଂ. (ବି+ଚିନ୍ତିତ) — ବିଶେଷ ଭାବରେ ଚିନ୍ତା କରା ଯାଇଥିବା (ବିଷୟ) — Contemplated; well-considered
  • ସଂ. ବିଣ. ପୁଂ. (ବି+ଚିନ୍ତିତ) — ବିଶେଷରୂପେ ଚିନ୍ତାଗ୍ରସ୍ତ — Very anxious or uneasy