ବିଚିତ୍ର Bichitra

  • ସଂ. ବି (ବି=ବିବିଧ ପ୍ରକାରେ+ଚିତ୍ର ଧାତୁ= ବିସ୍ମିତ କରିବା +କର୍ତ୍ତୃ. ଅ) — ନାନା ବର୍ଣ୍ଣ — Various colours placed together
  • ସଂ. ବି (ବି=ବିବିଧ ପ୍ରକାରେ+ଚିତ୍ର ଧାତୁ= ବିସ୍ମିତ କରିବା +କର୍ତ୍ତୃ. ଅ) — ଅଭାବନୀୟ ଘଟନା; ଆଶ୍ଚର୍ଯ୍ଯଜନକ ବିଷୟ ବା ଘଟନା — A wonder; miracle; wonderful thing; a surprise
  • ସଂ. ବି (ବି=ବିବିଧ ପ୍ରକାରେ+ଚିତ୍ର ଧାତୁ= ବିସ୍ମିତ କରିବା +କର୍ତ୍ତୃ. ଅ) — ଅଦ୍ଭୁତ ବସ୍ତୁର ବା ଉପମାର ବର୍ଣ୍ଣନ; କାବ୍ୟରେ ଅର୍ଥାଳଙ୍କାର ବିଶେଷ — A figurative of speech; a depiction of wonderful thing
  • ବିଣ — ନାନାବର୍ଣ୍ଣ ରଞ୍ଜିତ — Variegated; mottled; multicoloured
  • ବିଣ — ବିସ୍ମୟକର; ଆଶ୍ଚର୍ଯ୍ଯଜନକ — Wonderful; astonishing; surprising; strange
  • ବିଣ — ଅଭାବନୀୟ — Miraculous
  • ବିଣ — ରମଣୀୟ; ମନୋଜ୍ଞ; ସୁନ୍ଦର — Charming; beautiful