ବିଚିତ୍ର ଲକ୍ଷଣା Bichitra lakshaṇā
- ଦେ. ବି — ବାକ୍ୟାଳଙ୍କାରବିଶେଷ — A flgure of speech
- ଦେ. ବି — [ଦ୍ର—ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ବିଦଗ୍ଧ ଚିନ୍ତାମଣିର ନିମ୍ନଲିଖିତ ପଦ ଗୁଡ଼ିକ ବିଚିତ୍ର ଲକ୍ଷଣାଯୁକ୍ତ ଅଟେ । ଯଥା—ଆସ୍ୟ କଞ୍ଜେ ବସାନେତ୍ର ଖଞ୍ଜରୀଟ ଯୁଗ, ଦେଖି ଭାଳେ ଅଙ୍ଗଦେଶ ହେବ କି ମୋ ଭୋଗ । ଘଞ୍ଚ ଉରଜ ବସତି ତହିଁରେ ତ ଭାବି. ଗଉରୀ ପ୍ରସନ୍ନେ ଶିରୀଭୋଗୀକି ନୋହିବି।]