ବିଚିତ୍ର ଦେହ Bichitra deha

  • ସଂ. ବିଣ (ବହୁବ୍ରୀହି; ବିଚିତ୍ର+ଦେହ) — ନାନାବର୍ଣ୍ଣ— ରଞ୍ଜିତ ଦେହବିଶିଷ୍ଟ — Having a multicoloured body
  • ସଂ. ବିଣ (ବହୁବ୍ରୀହି; ବିଚିତ୍ର+ଦେହ) — ଛାପଛାପିକିଆ — Mottled; spotted
  • ବି — ମେଘ — The cloud