ବିଚିଟିବା Bichiṭibā
- ଦେ. କ୍ରି (ସଂ. ବିକଟୀକୃତ ବା ବିସୃତ) — ବାତଜରର ଆକ୍ରମଣ ବା ବାତଜରର ଫୁଲା କୌଣସି ଭୟାନକ ରୂପ ଧାରଣ କରି ମାରାତ୍ମକ ଅବସ୍ଥାରେ ପରିଣତ ହେବା; (ରୋଗ) ବିକୃତାକାର ଧାରଣ କରିବା — (Said of an attack of moon fever or any other disease) To take a fatal turn
- ଦେ. କ୍ରି (ସଂ. ବିକଟୀକୃତ ବା ବିସୃତ) — [ଦ୍ର—ବାତଜରୁଆ ରୋଗୀଙ୍କୁ ସାଧାରଣତଃ ବାତଜର ଆକ୍ରମଣ କରୁଥାଏ ଓ 2/3 ଦିନ ପରେ ଛାଡ଼ିଯାଉ ଥାଏ । କିନ୍ତୁ କୌଣସି କୌଣସି ସମୟରେ ରୋଗୀକୁ ଥରେ ତାହା ଆକ୍ରମଣ କରି ଆଉ ଛାଡ଼େ ନାହିଁ ଓ ମାରାତ୍ମାକ ହୋଇ ଉଠେ । ଏପରି ଅବସ୍ଥାରେ ରୋଗୀ— ଠାରେ ବାତଜର ବିଚିଟିଲା ବୋଲି କହନ୍ତି ।] — [ଦ୍ର—ବାତଜରୁଆ ରୋଗୀଙ୍କୁ ସାଧାରଣତଃ ବାତଜର ଆକ୍ରମଣ କରୁଥାଏ ଓ2/3ଦିନ ପରେ ଛାଡ଼ିଯାଉ ଥାଏ କିନ୍ତୁ କୌଣସି କୌଣସି ସମୟରେ ରୋଗୀକୁ ଥରେ ତାହା ଆକ୍ରମଣ କରି ଆଉ ଛାଡ଼େ ନାହିଁ ଓ ମାରାତ୍ମାକ ହୋଇ ଉଠେ ଏପରି ଅବସ୍ଥାରେ ରୋଗୀ— ଠାରେ ବାତଜର ବିଚିଟିଲା ବୋଲି କହନ୍ତି ]
- ଦେ. କ୍ରି (ସଂ. ବିକଟୀକୃତ ବା ବିସୃତ) — (ଔଷଧ) ରୋଗୀର ଦେହ ତମାମ ଭୟାନକ ବିଷମୟ ଫଳ ସହିତ ବ୍ୟାପିବା — (Said of any drug.) To be diffused throughout the system ending in blood poisoning; to spread throughout the system with a fatal effect