ବିଚିକିତ୍ସା Bichikitsā

  • ସଂ. ବି (ବି=ବିବିଧ ପ୍ରକାର+କିତ୍ ଧାତୁ= ସଂଶୟ କରିବା +ସ (ଦ୍ୱିତ୍ୱ)+ଭାବ. ଅ+ଆ) — ସନ୍ଦେହ — Doubt; suspicion; vacillation
  • ସଂ. ବି (ବି=ବିବିଧ ପ୍ରକାର+କିତ୍ ଧାତୁ= ସଂଶୟ କରିବା +ସ (ଦ୍ୱିତ୍ୱ)+ଭାବ. ଅ+ଆ) — ଭ୍ରମ — Error; mistake