ବିଚାର Bichaāra
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ତତ୍ତ୍ୱ ନିର୍ଣ୍ଣୟ; ଯାଥାର୍ଥ୍ୟ ନିର୍ଣ୍ଣୟ — Ascertainment of the actual state of things
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ତର୍କବିତର୍କ — Discussion
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ବ୍ଯବସ୍ଥା — Prescription
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ବିବେଚନା; ଚିନ୍ତା; — Consideration; thought; reflection; deliberation
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ପ୍ରଭେଦ ଜ୍ଞାନ — Discrimination; discernment
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ମୀମାଂସା; ନିଷ୍ପତି; ନିର୍ଣ୍ଣୟ — Dicision; settlement
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ଭଲ ଓ ମନ୍ଦର ପରୀକ୍ଷା — Examination; discrimination between right and Wrong
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ବିପକ୍ଷ ପକ୍ଷଙ୍କ ବିବାଦର ସତ୍ୟାସତ୍ୟ ନିରୂପଣ — Finding; out of the truth between the opposite parties
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ଅଦାଲତରେ ବିଚାର; ନ୍ଯାୟ ନିଷ୍ପାପ — A judicial trial
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ଅନୁସନ୍ଧାନ — Investigation (Apte)
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ନିର୍ବାଚନ; ମନୋନୟନ — Selection (Apte)
- ସଂ. ବି (ବି+ଚର ଧାତୁ=ଗମନ କରିବା, ନିର୍ଣ୍ଣୟ କରିବା+ ଭାବ. ଅ) — ସନ୍ଦେହ — Doubt; hesitation (Apte)