ବିଚାର ଅଦାଲତ Bichāra adālata

  • ଦେ. ବି—(କଚିରିଆ) (ସଂ. ବିଚାର+ଫା. ଅଦାଲତ) ଯେଉଁ ନିମ୍ନ କୋଟ୍ରେ ମକଦ୍ଦମା ପ୍ରଥମେ ବିଚାର ହୁଏ। — Original court of trial; trial court
  • ଦେ. ବି—(କଚିରିଆ) (ସଂ. ବିଚାର+ଫା. ଅଦାଲତ) ବିଚାରାଳୟ — Court of justice