ବିଚାର ପ୍ରଚାରେ Bichāra prachāre

  • ଦେ. କ୍ରି. ବିଣ — ବିବେକପୂର୍ବକ — Deliberately
  • ଦେ. କ୍ରି. ବିଣ — (ଉ.—ବିଚାର ପ୍ରଚାରେ ପଚାରେ ଯାହାକୁ, ଯେହୁ ଛାଡ଼ିଲା ସେ ଊଣାପରି । ଭଞ୍ଜ. ବୈଦେହୀଶବିଳାସ ।)