ବିଚାରିତ Binchārita

  • ସଂ. ବିଣ—(ବି+ଚର୍ ଧାତୁ ଣିଚ୍=ଚାରି ଧାତୁ +କର୍ମ. ତ) — ଯାହା ବିଚାର କରାଯାଇଥାଏ — Judged; tried
  • ସଂ. ବିଣ—(ବି+ଚର୍ ଧାତୁ ଣିଚ୍=ଚାରି ଧାତୁ +କର୍ମ. ତ) — ମୀମାଂସିତ — Decided upon
  • ସଂ. ବିଣ—(ବି+ଚର୍ ଧାତୁ ଣିଚ୍=ଚାରି ଧାତୁ +କର୍ମ. ତ) — ଯାହା ସମ୍ବନ୍ଧେ ଯୁକ୍ତି ବା ତର୍କ କରାଯାଇ ଥାଏ — Discussed
  • ସଂ. ବିଣ—(ବି+ଚର୍ ଧାତୁ ଣିଚ୍=ଚାରି ଧାତୁ +କର୍ମ. ତ) — ଅବଧାରିତ; ସଙ୍କଳ୍ପିତ — Contemplated
  • ସଂ. ବି(+ଭାବ. ତ) ବିବେଚନ — Consideration; deliberation (Apte)