ବିଚାରାନ୍ତର Bichārāntara

  • ସଂ. ବି (ଅନ୍ୟ+ ବିଚାର) — ଅନ୍ୟ ବିଚାର — Another consideration
  • ସଂ. ବି (ଅନ୍ୟ+ ବିଚାର) — ପୁନର୍ବିଚାର — Reconsideration