ବିଚକିଳ Bichakaḻa
- ସଂ. ବି.—(ବି+ଚକ୍ ଧାତୁ=ପ୍ରତିଘାତ କରିବା+କରଣ. ଇଳ) — ଏକ ପ୍ରକାର ମଲ୍ଲିଫୁଲ — A species of jasmine
- ସଂ. ବି.—(ବି+ଚକ୍ ଧାତୁ=ପ୍ରତିଘାତ କରିବା+କରଣ. ଇଳ) — [ଉ—ବ୍ୱିଚକି—ହସା— କିରେ। କବିସୂର୍ଯ୍ୟ. ସଙ୍ଗୀତ।]
- ସଂ. ବି.—(ବି+ଚକ୍ ଧାତୁ=ପ୍ରତିଘାତ କରିବା+କରଣ. ଇଳ) — ମଦନ ବୃକ୍ଷ — The Madana tree