ବିଗଡ଼ Bigaṟḍ̠a
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ଦୁଷ୍ଟ — Wicked
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ଅନିଷ୍ଟକାରୀ — Mischievous; harmful
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ନଷ୍ଟ — Soiled
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ବେଆଡ଼ା — Irregular
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ବିକୃତ — Deranged
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ଅଧଃପତିତ — Fallen down
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ଅପ୍ରସନ୍ନ; ବିରକ୍ତ — Irritated; displeased
- ବୈଦେ. ବିଣ—(ସଂ. ବିକୃତ; ତୁଳ; ସଂ. ବି+ ଘଟ ଧାତୁ) — ବିଗାଡ଼ୁ (ଦେଖ) — Bigāṟḍ̠u (See)
- ବି. — ବିଗିଡ଼ି ଯିବା; ନଷ୍ଟ ହେବା; ଅଧଃପତନ — Derangement
- ବି. — ବିକୃତି; ଖରାପ ହେବା — Being spoiled
- ବି. — [ଉ.—ଯେ ଅଉଲରୁ ବିଗଡ଼ା, ସେ କେଭେ ନୁହେଁ ସଜଡ଼ା। ଢଗ।]
- ବି. — ଗୋଳମାଳ; ବ୍ୟାଘାତ — Disorder