ବିଗଡ଼ାଇବା Bigaṟḍ̠āibā
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) (ବିଗିଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Bigiṟḍ̠ibā)
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) ନଷ୍ଟ କରିବା — To spoil
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) ବିକୃତ କରିବା — To derange
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) ଗୋଳମାଳ ଘଟାଇବା — To confuse; to create confusion
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) ଭଲକୁ ମନ୍ଦ କରିବା — To change a good thing to bad; to vitiate
- ଦେ. କ୍ରି—(ସଂ. ବିକୃତ; ସଂ. ବିକାର) କୌଣସି ବ୍ୟକ୍ତିକୁ ଚିଡ଼ାଇବା ବା ବିରକ୍ତ କରିବା — To irritate a person