ବିଗୋନିୟା Bigoniyā
- ବୈଦେ. ବି. (ଇଂ; ଲାଟୀନ୍ ବେଗୋନିଆ) — ଦୀର୍ଘାୟୁଃ ଶାକଗୁଳ୍ମବିଶେଷ — Begonia; a foreign shurb; Elephent's eye.[ଦ୍ର—ଏ ବିଦେଶାଗତ ଗୁଳ୍ମ ନାନାଜାତୀୟ ଅଟେ ଓ ଶୋଭାର୍ଥ ଆଧୁନିକ ଉଦ୍ୟାନ ମାନଙ୍କରେ ରୋପିତ ହୁଏ ଆସାମ ଓ ଚଟ୍ଟଗ୍ରାମ ଅଞ୍ଚଳରେ ଏହା ବନା ହୋଇ ଯାଇଅଛି ଏହା ଛାଇରେ ଜନ୍ମେ ଏଥିର ପତ୍ର ହାତୀ କାନ ବା କୁଲାପରି]