ବିଗୁଣ Biguṇa
- ସଂ. ବିଣ. (ବିହୁବ୍ରୀହି; ବି=ବିଗତ, ନାହିଁ+ଗୁଣ ଯାହାର) — ଗୁଣହୀନ — Destitute of good qualities
- ସଂ. ବିଣ. (ବିହୁବ୍ରୀହି; ବି=ବିଗତ, ନାହିଁ+ଗୁଣ ଯାହାର) — ବିକୃତ; ନଷ୍ଟ — Spoiled
- ସଂ. ବିଣ. (ବିହୁବ୍ରୀହି; ବି=ବିଗତ, ନାହିଁ+ଗୁଣ ଯାହାର) — ବିପରୀତ; ପ୍ରତିକୂଳ — Opposite
- ଦେ. ବି. — ଅବିଗୁଣ; ଅନିଷ୍ଟ — Injury
- ଦେ. ବି. — ମନ୍ଦଗୁଣ; ଦୁର୍ଗୁଣ — Bad quality
- ଦେ. ବି. — ଅଭିମାନ — Taking offence
- ଦେ. ବି. — (ଉ :— ବିଗୁଣ ନ ଘେନିବି ଦେବୁ ଲେଖି—ଭଞ୍ଜ. ବୈଦେହୀଶବିଳାସ।)
- ଦେ. ବି. — ଦୁଃଖ — Sorrow
- ଦେ. ବି. — (ଉ :—ସନ୍ତୋଷ କର ଆହେ ନୃପକୁଳ ରାଣ। ନ ରଖ ଜ୍ଞାତି ନାଶେ ଚିତ୍ତରେ ବିଗୁଣ—କୃଷ୍ଣସିଂହ. ମହାଭାରତ ଅନୁଶାସନ।)
- ଦେ. ବି. — ଈର୍ଷା — Envy; jealousy
- ଦେ. ବି. — (ଉ :— ଲକ୍ଷ୍ମୀକୁ ନ ଲଭି ଅସୁରେ ବିଗୁଣ ବହିଲେ ଅନ୍ତରେ—ଜଗନ୍ନାଥ. ଭାଗବତ।)