ବିଗୀତ Bigīta

  • ସଂ. ବିଣ. (ବି=ବିପରୀତ+ଗୈ ଧାତୁ=ଗାନ କରିବା+ତ) ନିନ୍ଦିତ — Blamed; condemned
  • ସଂ. ବିଣ. (ବି=ବିପରୀତ+ଗୈ ଧାତୁ=ଗାନ କରିବା+ତ) ଭର୍ତ୍ସିତ — Censured
  • ସଂ. ବିଣ. (ବି=ବିପରୀତ+ଗୈ ଧାତୁ=ଗାନ କରିବା+ତ) ବିଗର୍ହିତ — Very bad; deplorable