ବିଗିଡ଼ିବା Bigiṟḍ̠ibā
- ଦେ. କ୍ରି. (ସଂ. ବିକୃତ) — ଖରାପ ହେବା; ନଷ୍ଟ ହେବା — To be spoiled; to be vitiated
- ଦେ. କ୍ରି. (ସଂ. ବିକୃତ) — ବିକୃତ ହେବା — To deteriorate
- ଦେ. କ୍ରି. (ସଂ. ବିକୃତ) — ମନ୍ଦ ବାଟ ଧରିବା — To go to the dogs
- ଦେ. କ୍ରି. (ସଂ. ବିକୃତ) — ଅଧଃପତିତ ହେବା; ନୀତିଭ୍ରଷ୍ଟ ହେବା — To be depraved
- ଦେ. କ୍ରି. (ସଂ. ବିକୃତ) — ବିରକ୍ତ ବା ଅପ୍ରସନ୍ନ ହେବା — To be displeased or irriated
- ଦେ. କ୍ରି. (ସଂ. ବିକୃତ) — ସାଧାରଣ ଅବସ୍ଥାରୁ ମନ୍ଦ ଅବସ୍ଥାଯୁକ୍ତ ହେବା — To be deranged; to be out of order
- ଦେ. କ୍ରି. (ସଂ. ବିକୃତ) — କ୍ରୁଦ୍ଧହେବା — To be enraged
- ଦେ. କ୍ରି. (ସଂ. ବିକୃତ) — ତ୍ରୁଟୀଯୁକ୍ତ ହେବା — To be defective