ବିଗର୍ହିତ Bigarhita
- ସଂ. ବିଣ—(ବି+ଗର୍ହିତ) — ଅତ୍ୟନ୍ତ ନିନ୍ଦିତ — Very blameworthy
- ସଂ. ବିଣ—(ବି+ଗର୍ହିତ) — ନିନ୍ଦ୍ୟ — Censurable; reproachable
- ସଂ. ବିଣ—(ବି+ଗର୍ହିତ) — ନିଷିଦ୍ଧ — Forbidden
- ସଂ. ବିଣ—(ବି+ଗର୍ହିତ) — ଦୂଷିତ — Contaminated
- ସଂ. ବିଣ—(ବି+ଗର୍ହିତ) — ଘୃଣ୍ୟ — Detestible
- ବି. — ନିନ୍ଦା — Reproach; blame