ବିଗର୍ହଣା Bigarhaṇā

  • ସଂ. ବି—(ବି+ଗର୍ହଣ) — କୁତ୍ସା; ଅପବାଦ — Vilification; defamation
  • ସଂ. ବି—(ବି+ଗର୍ହଣ) — ଭର୍ତ୍ସନା — Censure; rebuke