ବିଗତ Bigata
- ସଂ. ବିଣ. (ବି+ଗତ) — ଯେ ଗତ ହୋଇଅଛି ବା ଯାଇଅଛି — Gone
- ସଂ. ବିଣ. (ବି+ଗତ) — ପ୍ରସ୍ଥିତ — Departed; gone away; parted
- ସଂ. ବିଣ. (ବି+ଗତ) — ନଷ୍ଟ — Perished; lost; exhausted
- ସଂ. ବିଣ. (ବି+ଗତ) — (ସମାସରେ) ବିହୀନ — Destitute or devoid of
- ସଂ. ବିଣ. (ବି+ଗତ) — ଅତୀତ — Past; previous
- ସଂ. ବିଣ. (ବି+ଗତ) — ସମ୍ଫାଦିତ — Accomplished
- ସଂ. ବିଣ. (ବି+ଗତ) — ମୃତ — Dead; deceased
- ଦେ. ବିଣ — ଅତୀତର ପୂର୍ବେ ଘଟିଥିବା (ହି. ଶ.) — Previous to the last
- ସଂ. ବି — ପକ୍ଷୀର ଗତି — The flight of birds (Apte)