ବିଗତ କଳ୍ମଷ Bigata kaḻmasha

  • ସଂ. ବିଣ. ପୁଂ. (ବହୁବ୍ରୀହି; ବିଗତ+କଳ୍ମଷ) — ପାପଶୂନ୍ଯ — Sinless
  • ସଂ. ବିଣ. ପୁଂ. (ବହୁବ୍ରୀହି; ବିଗତ+କଳ୍ମଷ) — ଯାହାର ପାପ ପ୍ରାୟଶ୍ଚିତ୍ତାଦିଦ୍ୱାରା ଖଣ୍ଡିତ ହୋଇଅଛି — One whose sin has been removed by expiation