ବିଗତ ଭୟ Bigat bhaya

  • ଦେ. ବିଣ. ପୁଂ. (ବହୁବ୍ରୀହି; ବିଗତ+ଭୟ) — ଯାହାଠାରୁ ଭୟ ଦୂର ହୋଇଥାଏ — Having shaken out one's fears
  • ଦେ. ବିଣ. ପୁଂ. (ବହୁବ୍ରୀହି; ବିଗତ+ଭୟ) — ନିର୍ଭୟ — Fearless