ବିଖଡ଼ Bikhaṟḍ̠a

  • ବୈଦେ. ବି. (ସଂ. ବିଘ୍ନ) — କଳି — Quarrel
  • ବୈଦେ. ବି. (ସଂ. ବିଘ୍ନ) — ଗୋଳମାଳ — Confusion
  • ବୈଦେ. ବି. (ସଂ. ବିଘ୍ନ) — ଦୁର୍ଘଟନା — Mishap
  • ବୈଦେ. ବି. (ସଂ. ବିଘ୍ନ) — ବ୍ୟାଘାତ — Obstacle
  • ବୈଦେ. ବି. (ସଂ. ବିଘ୍ନ) — [ଦ୍ର—ଏହା ଅନ୍ୟ ଶବ୍ଦ ପରେ ସହଚର ରୂପେ ବ୍ୟବହୃତ ହୁଏ। ଯଥା—ବିଖଡ଼ ବିଖଡ଼]