ବିକ୍ଷୁବ୍ଧ Bikhshubdha

  • ସଂ. ବିଣ. (ବି+କ୍ଷୁବ୍ଧ) — ସଂଘଟ୍ଟ; ଘଣ୍ଟାଯିବା — Agitated; churned
  • ସଂ. ବିଣ. (ବି+କ୍ଷୁବ୍ଧ) — ଦୁଃଖପ୍ରାପ୍ତ — Afflicted
  • ସଂ. ବିଣ. (ବି+କ୍ଷୁବ୍ଧ) — ଭୀତ; ତ୍ରସ୍ତ — Alarmed
  • ସଂ. ବିଣ. (ବି+କ୍ଷୁବ୍ଧ) — ଯାହାର ମନରେ କ୍ଷୋଭ ଜାତ ହୋଇଅଛି — Grieved