ବିକ୍ଷିପ୍ତ ଚିନ୍ତା Bikshipta chintā

  • ସଂ. ବି — କୌଣସି ବିଷୟର ଧାରାବାହିକ ଆଲୋଚନା କରା ନ ଯାଇ ନାନା ବିଷୟର ଅସଂବଦ୍ଧ ଚିନ୍ତା — Stray thoughts; random thoughts
  • ସଂ. ବି — [ଦ୍ର—ଶ୍ରୀ ଶଶିଭୂଷଣ ରାୟ ଏହି ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ଅନେକ ବର୍ଷ ହେଲା ନାନାବିଷୟକ ସନ୍ଦର୍ଭମାନ ଲେଖି ଆସୁଅଛନ୍ତି।]