ବିକ୍ଷପ୍ତକ Bikshiptaka

  • ସଂ. ବି. (ବିକ୍ଷିପ୍ତ+କ) — ଯେଉଁ ମୁର୍ଦ୍ଦାରକୁ ଦଗ୍ଧ କରା ନ ଯାଇ ବା ପୋତା ନ ଯାଇ ଫିଙ୍ଗି ଦିଆଯାଇଥାଏ (ହି. ଶ.) — A dead body which is neither cremated nor buried, but thrown away