ବିକ୍ଲେଶରେ Bikḻeṡare

  • ଦେ. କ୍ରି. ବିଣ — ବିନା କଷ୍ଟରେ; ଅନାୟାସରେ — Without any trouble; easily
  • ଦେ. କ୍ରି. ବିଣ — (ଉ—ବିକ୍ଲେଶରେ କେ ମୋ ବିନା କରତା, ବ୍ରହ୍ମାଣ୍ଡେ ସେ ଏକା ମୋରେ ବିନତା—ଭଞ୍ଜ. ବୈଦେହୀଶବିଳାସ।)