ବିକ୍ରୟ Bikraya

  • ସଂ. ବି. (ବି+କ୍ରୀ ଧାତୁ=ଦ୍ରବ୍ଯବିନିମୟ କରିବା+ଭାବ. ଅ) — ଅର୍ଥ ବିନିମୟରେ ବସ୍ତୁ ଅର୍ପଣ; ବିକିରି — Sale
  • ଦେ. ବିଣ. [କଚିରିଆ] — ବିକ୍ରୀତ — Sold
  • ଦେ. ବିଣ. [କଚିରିଆ] — ବିକ୍ରେୟ — About to be sold