ବିକ୍ରୁଷ୍ଟ Bikrushṭa
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — ଆକ୍ରୋଶକାରୀ — Reproaching; imprecating
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — ରୋଦନକାରୀ — Bewailing
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — ଆହ୍ୱାନ— କାରୀ — Summoning
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — (+କର୍ମ. ତ)— ଆହୂତ — Called; summoned
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — ନିମନ୍ତ୍ରିତ — Invited
- ସଂ. ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ) — ନିଷ୍ଠୁର; ନିର୍ଦ୍ଦୟ — Cruel; merciless