ବିକ୍ରୀଡ଼ିତ Bikrīṟḍ̠ita

  • ସଂ. ବି—(ବି=ବିବିଧ ପ୍ରକାରେ+କ୍ରୀଡ଼ା ଧାତୁ=ଖେଳିବା +ଭାବ. ତ) — ବିବିଧ କ୍ରୀଡ଼ା — Various sports
  • ସଂ. ବି—(ବି=ବିବିଧ ପ୍ରକାରେ+କ୍ରୀଡ଼ା ଧାତୁ=ଖେଳିବା +ଭାବ. ତ) — ନାନା ପ୍ରକାର ଲୀଳା ଗତି — Contortious; tortuous movements; artistic movements
  • ସଂ. ବି—(ବି=ବିବିଧ ପ୍ରକାରେ+କ୍ରୀଡ଼ା ଧାତୁ=ଖେଳିବା +ଭାବ. ତ) — (ଯଥା—ଶାର୍ଦ୍ଦୂଳ ବିକ୍ରୀଡ଼ିତ =ବ୍ୟାଘ୍ର ଗତି।)