ବିକ୍ରିୟା Bikriyā

  • ସଂ. ବି—(ବି+କୃ ଧାତୁ+କର୍ତ୍ତୃ. ଯ+ସ୍ତ୍ରୀ. ଆ) — ବିକାର (ଦେଖ) — Bikāra (See)
  • ସଂ. ବି—(ବି+କୃ ଧାତୁ+କର୍ତ୍ତୃ. ଯ+ସ୍ତ୍ରୀ. ଆ) — ବିପରୀତ କ୍ରିୟା — Opposite or contrary action
  • ସଂ. ବି—(ବି+କୃ ଧାତୁ+କର୍ତ୍ତୃ. ଯ+ସ୍ତ୍ରୀ. ଆ) — ପ୍ରତିକ୍ରିୟା — Reaction