ବିକ୍ରି ଦର Bikri dara

  • ଦେ. ବି—(ସଂ. ବିକ୍ରୟ+ଫା. ବର୍) — ଯେଉଁ ଦର ବା ନିର୍ଦ୍ଦିଷ୍ଟ ରେଟ୍ରେ କୌଣସି ଜିନିସ ବିକ୍ରି ହୁଏ — The settled rate in which a thing is sold
  • ଦେ. ବି—(ସଂ. ବିକ୍ରୟ+ଫା. ବର୍) — ପ୍ରଚଳିତ ବଜାର ଭାଉ — Market rate of an article