ବିକ୍ରାନ୍ତି Bikrānti
- ସଂ. ବି. (ବି+କ୍ରମ୍ ଧାତୁ+ଭାବ. ତି) — ପରାକ୍ରମ; ବିକ୍ରମ — Might; prowess
- ସଂ. ବି. (ବି+କ୍ରମ୍ ଧାତୁ+ଭାବ. ତି) — ପ୍ରଭା — Splendour; glory
- ସଂ. ବି. (ବି+କ୍ରମ୍ ଧାତୁ+ଭାବ. ତି) — ଅଶ୍ୱର ଗତିବିଶେଷ; ଘୋଡ଼ାର ଛାଡ଼ତକ ଦଉଡ଼ — A motion of the horse; gallop
- ସଂ. ବି. (ବି+କ୍ରମ୍ ଧାତୁ+ଭାବ. ତି) — ବୀରତା; ଶୂରତା — Valour; heroism
- ସଂ. ବି. (ବି+କ୍ରମ୍ ଧାତୁ+ଭାବ. ତି) — ଗତି (ହି. ଶ.) — Motion