ବିକ୍ରମୀ Bikramī
- ସଂ. ବିଣ. ପୁଂ. (ବିକ୍ରମ+ଅଛି ଅର୍ଥରେ ଇନ୍; ବିକ୍ରମିନ୍ 1 ମା. 1 ବ.) — ପରାକ୍ରମୀ; ମହାବଳ — Mighty
- ସଂ. ବିଣ. ପୁଂ. (ବିକ୍ରମ+ଅଛି ଅର୍ଥରେ ଇନ୍; ବିକ୍ରମିନ୍ 1 ମା. 1 ବ.) — ବୀର୍ଯ୍ଯଶାଳୀ — Valiant
- ସଂ. ବିଣ. ପୁଂ. (ବିକ୍ରମ+ଅଛି ଅର୍ଥରେ ଇନ୍; ବିକ୍ରମିନ୍ 1 ମା. 1 ବ.) — ବୀର — Heroic
- ବି — ସିଂହ — The lion
- ବି — ବୀର — A hero