ବିକ୍ରମଗତି Bikramagati

  • ଦେ. ବି — ସାହସ ସହିତ ଗମନ — Bold advance or movement
  • ଦେ. ବି — (ଉଦାହରଣ—ବିକ୍ରମ ଗତିକି ବିହି—ଶରଧା ଚାପକୁ ଚାହିଁ—କେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ। ଭଞ୍ଜ. ବୈଦେହୀଶବିଳାସ।)