ବିକୃତ Bikṛuta

  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ସ୍ୱଭାବର ଅନ୍ଯଥା ପ୍ରାପ୍ତ; ଅସ୍ୱାଭାବିକ — Deviated from the natural state; unnatural
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ବିକାର ପ୍ରାପ୍ତ — Deteriorated; depraved
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ଅନ୍ଯଥାକୃତ; ପରିବର୍ତ୍ତିତ — Changed
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ଅବସ୍ଥାନ୍ତରପ୍ରାପ୍ତ — Transformed
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ବିଗିଡ଼ି ଯାଇଥିବା; ନଷ୍ଟ — Spoiled; deranged; disordered
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ବିକଟୀକୃତ — Made horrid; distorted
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ଭୟଙ୍କର; ବିକଟ — Horrible; ugly
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ବିକଳତାପ୍ରାପ୍ତ — maimed; deformed
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ପୀଡ଼ିତ; ବ୍ୟାଧିଗ୍ରସ୍ତ; ରୁଗ୍ଣ — Diseased; deranged
  • ସଂ. ବିଣ. (ବି+କୃ ଧାତୁ+କର୍ମ. ତ) — ଅରାଜକ; ବିଦ୍ରୋହୀ (ହି. ଶ.) — Revolted; rebellious
  • ବି — ବିକାର (ଦେଖ) — Bikāra (See)
  • ଦେ. ବି — ରୋଗ — Disease