ବିକୁଣ୍ଠିତ Bikuṇṭhita

  • ସଂ. ବିଣ. (ବି+କୁଣ୍ଠିତ) — ବଧାପ୍ରାପ୍ତ — Obstracted
  • ସଂ. ବିଣ. (ବି+କୁଣ୍ଠିତ) — ବିକଳୀକୃତ — Maimed; paralysed
  • ସଂ. ବିଣ. (ବି+କୁଣ୍ଠିତ) — କୁଣ୍ଠୀକୃତ; ଦନ୍ଥରା ହୋଇଥିବା — Blunted