ବିକୁକ୍ଷି Bikukshi

  • ସଂ. ବି.—(ବି=ବିଶୀର୍ଣ୍ଣ ହୋଇ ଅଛି କୁକ୍ଷି=ଉଦର ଯାହାର) — କୃଶୋଦର; ଯାହାର ପେଟ ଶୁଖି ଯାଇଅଛି ବା ଖାଙ୍କା ହୋଇଅଛି — With the belly receding inwards (through want of food)
  • ସଂ. ବି.—(ବି=ବିଶୀର୍ଣ୍ଣ ହୋଇ ଅଛି କୁକ୍ଷି=ଉଦର ଯାହାର) — (ନାମ) ସୂର୍ଯ୍ୟବଂଶର ରାମଚନ୍ଦ୍ରଙ୍କ ପୂର୍ବପୁରୁଷ ଜନୈକ ରାଜା — Name of a king of the soalr dynasty, ancestor of Rāmachandra
  • ସଂ. ବି.—(ବି=ବିଶୀର୍ଣ୍ଣ ହୋଇ ଅଛି କୁକ୍ଷି=ଉଦର ଯାହାର) — [ଉ—ବିକୁକ୍ଷି ବଂଶେ ଜାତ ରାମ ଆଣ, ବୈବଶ୍ୱତ ଏ ଗଣେ ତା ମାର୍ଗଣ। ଭଞ୍ଜ. ବୈଦେହୀଶବିଳାସ।]