ବିକୀର୍ଣ୍ଣ Bikīrṇṇa

  • ସଂ. ବିଣ—(ବି+କୃ ଧାତୁ+ତ) — ଇତସ୍ତତଃ ବିକ୍ଷିପ୍ତ — Scattered about; diffused
  • ସଂ. ବିଣ—(ବି+କୃ ଧାତୁ+ତ) — ବିସ୍ତୃତ — Spread; expanded
  • ସଂ. ବିଣ—(ବି+କୃ ଧାତୁ+ତ) — ପ୍ରସିଦ୍ଧ (ହି. ଶ.) — Celebrated