ବିକାର Bikāra
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ବିକୃତି; ପ୍ରକୃତିର ବା ସ୍ୱଭାବର ବୈଲକ୍ଷଣ୍ୟ — Change of nature; deviation from the matural state
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ଆକାରର ପରିବର୍ତ୍ତନ ବା ଅନ୍ଯଥାଭାବ; ଅବସ୍ଥାନ୍ତର — Change of form; modification; transformation
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ମସ୍ତିଷ୍କ ବିଗିଡ଼ିବା — Derangement of brain
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ବ୍ୟାଧି; ରୋଗ; ଅସ୍ୱାସ୍ଥ୍ୟ — Disease
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ସ୍ଖଳନ; ଉପସ୍ଥିତ ବସ୍ତୁର ନାଶ ବା ଅବନତି — Destruction or deterioration of a existing thing
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ବ୍ୟାଧିର ଭୟାନକ ପରିଣାମ — Fatal condition of a disease; crisis of an illness
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ଜ୍ୱରର ପ୍ରାବଲ୍ୟ ହେତୁ ମସ୍ତିଷ୍କର ବିକୃତି ଓ ପ୍ରଳାପ ଅବସ୍ଥା; ଜ୍ୱର ବିକାର; ସନ୍ନିପାତ — Fit of deirium attending high fever
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ମନର ବା ଉଦ୍ଦେଶ୍ୟର ପରିବର୍ତ୍ତନ — Change of mind or purpose (Apte)
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ମନୋ— ଭାବର ପ୍ରାବଲ୍ୟ — Emotion; feeling (Apte)
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ବ୍ୟାକୁଳତା — Agitation; excitement (Apte)
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — ମୁଖର ବ୍ୟାଦାନ ବା ସଙ୍କୋଚନଜନିତ ବିକଟତା — Contortion of the features or face (Apte)
- ସଂ. ବିଣ. (ବି+କୃ ଧାତୁ+ଭାବ. ଅ) — କ୍ଷତ — Wound (Apte)