ବିକାଯିବା Bikāj̄ibā

  • ଦେ. କ୍ରି. (ବିକିବା କ୍ରିୟାର କର୍ମବାଚ୍ୟ ରୂପ) — ବିକ୍ରୀତ ହେବା — To be sold
  • ଦେ. କ୍ରି. (ବିକିବା କ୍ରିୟାର କର୍ମବାଚ୍ୟ ରୂପ) — ଲୋକଙ୍କଦ୍ୱାରା ଆଦୃତ ହେବା — To be sought after people