ବିକା ଭଙ୍ଗା Bikā bhaṅgā

  • ଦେ. ବି. (ସହଚର ଶବ୍ଦ) — ଦ୍ରବ୍ୟାଦି ବିକିବା କର୍ମ — The act of selling things
  • ଦେ. ବି. (ସହଚର ଶବ୍ଦ) — x x x ପାଞ୍ଚଶ ମାଣ ମଧ୍ୟରୁ ଦଶବର୍ଷ ମଧ୍ୟରେ ଚାରିଶ ମାଣ ବିକା ଭଙ୍ଗା ସରିଲାଣି—ଫକୀରମୋହନ ଛମାଣ ଆଠଗୁଣ୍ଠ।