ବିକା କିଣା Bikā kiṇā

  • ଦେ. ବି. (ବିପରୀତାର୍ଥକ ସହଚର ଶବ୍ଦ) — ବିକା ଓ କିଣା; କ୍ରୟବିକ୍ରୟ — Sale and purchase
  • ଦେ. ବି. (ବିପରୀତାର୍ଥକ ସହଚର ଶବ୍ଦ) — ପଣ୍ୟ ଦ୍ରବ୍ୟର କ୍ରୟବିକ୍ରୟ — Transactions of sale and purchase of commodities; selling and buying of merchandise
  • ଦେ. ବି. (ବିପରୀତାର୍ଥକ ସହଚର ଶବ୍ଦ) — କାହିଁ ଲୋକ ଗହଳ ବିକା କିଣା ଚହଳ—ମଧୂସୂଦନ. ନଦୀପ୍ରତି।