ବିକର୍ଷଣ Bikarshaṇa

  • ସଂ. ବି—(ବି=ବିପରୀତ+କର୍ଷଣ=ଟାଣିବା) — ବିପରୀତ ଦିଗକୁ ଟାଣିବା — Pulling asunder
  • ସଂ. ବି—(ବି=ବିପରୀତ+କର୍ଷଣ=ଟାଣିବା) — ଆକର୍ଷଣର ବିପରୀତ — Counter—attraction
  • ସଂ. ବି—(ବି=ବିପରୀତ+କର୍ଷଣ=ଟାଣିବା) — (ବି= ଅତ୍ୟନ୍ତ+ କର୍ଷଣ)—ଆକର୍ଷଣ — Attraction; pulling