ବିକର୍ମ Bikarma

  • ସଂ. ବି.—(ବି=ମନ୍ଦ, ନିଷିଦ୍ଧ+କର୍ମନ୍) — ନିଷିଦ୍ଧ କର୍ମ — Forbidden act
  • ସଂ. ବିଣ. (ବହୁବ୍ରୀହି) — ଦୁରାଚାରୀ — Of bad conduct
  • ଦେ. ବି — କର୍ମ ଦୋଷ; ଦୁର୍ଭାଗ୍ୟ — Ill luck
  • ଦେ. ବି — ବିକର୍ମରୁ ମୋର ହେଜି ବରାରୋହା ଏମନ୍ତ ଭାବକୁ ଅଛୁ ଭଜି। ଭଞ୍ଜ. ବୈଦେହୀଶବିଳାସ।