ବିକମ୍ପିତ Bikampita

  • ସଂ. ବିଣ. (ବି+ କମ୍ପିତ) — ଅତିଶୟ କମ୍ପୁଥିବା — Trembling or shaking violently
  • ସଂ. ବିଣ. (ବି+ କମ୍ପିତ) — ଅତିଶୟ ବିଚଳିତ — Rudely shaken; perturbed