ବିକନ୍ଦି Bikandi
- ଦେ. ବି (ସଂ. ଦ୍ୱିସନ୍ଧି) — ଦୁଇ ଘରର ବା କାନ୍ଥର ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ସ୍ଥାନ; ଗୁପ୍ତ ସ୍ଥାନ — Narrow space or covert lane between two houses or walls; secret hiding place
- ଦେ. ବି (ସଂ. ଦ୍ୱିସନ୍ଧି) — [ଦ୍ର—ଏ ଶବ୍ଦ କନ୍ଦି ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ ଯଥା—କନ୍ଦି ବିକନ୍ଦି; ତୁଳ ସନ୍ଧି ବିସନ୍ଧି।]