ବିକତ୍ଥନ Bikatthana

  • ସଂ. ବି. (ବି=ବିପରୀତ+କତ୍ଥ ଧାତୁ=ପ୍ରଶଂସା କରିବା+ଭାବ. ଅନ; +ଆ) — ଆତ୍ମ ପ୍ରଶଂସା; ଆତ୍ମଶ୍ଳାଘା — Self praise; bragging
  • ସଂ. ବି. (ବି=ବିପରୀତ+କତ୍ଥ ଧାତୁ=ପ୍ରଶଂସା କରିବା+ଭାବ. ଅନ; +ଆ) — ବୃଥା ସ୍ତୁତି — Vain glory; flattery
  • ସଂ. ବିଣ. ପୁଂ (ସ୍ତ୍ରୀ)—(+ କର୍ତ୍ତୃ. ଅନ) ଆତ୍ମଶ୍ଳାଘାକାରୀ — 3. Arrogant; vain glorious