ବିଅର୍ଥେ Biarthe

  • ଦେ. କ୍ରି. ବିଣ. (ସଂ. ବ୍ୟର୍ଥ) — ବୃଥା — In vain
  • ଦେ. କ୍ରି. ବିଣ. (ସଂ. ବ୍ୟର୍ଥ) — ବିଅର୍ଥେ ଦିନ ବଞ୍ଚାଉଅଛି ମୋ ଧନ—କବିସୂର୍ଯ୍ୟ, ରତ୍ନାକରଚମ୍ପୁ, ବ ଗୀତ।